କରୋନା କଟକଣାରେ ବଣ୍ଟାଯିବ ବହି: ଅଭିଭାବକ ସଂଗ୍ରହ କରିବେ ପିଲାଙ୍କ ପାଠ୍ୟପୁସ୍ତକ

ବଣ୍ଟନର ତଦାରଖ ଲାଗି ବ୍ଲକସ୍ତରୀୟ ମନିଟରିଂ କମିଟି ଭୁବନେଶ୍ବର : କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ରହିଛି। କ୍ଲାସରୁମ୍‌ ଶିକ୍ଷା ହୋଇପାରିନାହିଁ। ତେବେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ସହ ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବା ଦିଗରେ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକ … Continue reading କରୋନା କଟକଣାରେ ବଣ୍ଟାଯିବ ବହି: ଅଭିଭାବକ ସଂଗ୍ରହ କରିବେ ପିଲାଙ୍କ ପାଠ୍ୟପୁସ୍ତକ